ବାହାଘର ବୟସ ହେଲେ ପରିବାର ଲୋକେ ନିଜ ଝିଅ ପୁଅଙ୍କ ପାଇଁ ପାତ୍ର ଖୋଜନ୍ତି। ଉଭୟ ପକ୍ଷର ମନ ମିଶିଲେ ବାହାଘର ହୁଏ। ତେବେ ଆଜିକାଲି ଝିଅ ସଂଖ୍ୟା ପୁଅ ମାନଙ୍କ ତୁଳନାରେ ଯେପରି କମିବାକୁ ବସିଲାଣି ଅନେକ ଯୁବକ ବାହାଘର ପାଇଁ ମନଲାଖି କନ୍ୟା ପାଉନାହାନ୍ତି। ଏଥର ‘ବାବୁମହଲ’ରେ ପ୍ରସଙ୍ଗ ରହିଛି ‘ସନିଆର କନିଆ ଦେଖା’।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal Episode 13: Sania ra Kaniaa dekhaa ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live