ବାଲେଶ୍ୱର,୧୮ା୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳରେ ଥିବା ବ୍ୟାଙ୍କର ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଅଭିଯୋଗରେ ବାଲେଶ୍ୱର ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ କୁମାର ଜେନା, କାଳିନ୍ଦୀ ବୈଇଠା, ରାକେଶ କୁମାର ସାହୁ, ଧର୍ମେନ୍ଦ୍ର ବାରିକ ଚାନ୍ଦିପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ ଜଣ ଧର୍ମପଦ ଦାସ ଓ ମନୋରଞ୍ଜନ ନାୟକ ମୟୂରଭଞ୍ଜର, ବାଦଲ ମାଝି ଏବଂ ବିଜୟ ଦାସ ରେମୁଣା ଅଞ୍ଚଳର ବୋଲି ଏକ ଖବରଦାତା ସମ୍ମିଳନୀରେ ଗୁରୁବାର ସୂଚନା ଦେଇଛନ୍ତି ଏସ୍ପି ସାଗରିକା ନାଥ।
Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର