Posted inବରଗଡ଼

ବୁରୁଧ୍‌ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ

ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନର ବୁରୁଧ୍‌ ଦମ୍ପତିକୁଁ ସାହାଯ୍‌ର ହାତ ବଢ଼େଇଛେ।
ସୂଚନା ହିସାବେ ମହୁଲପାଲିର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ତାକର ମାଏକିନା ସାଲିଣୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ହେଲେ ଏଭ୍‌ତକ ସେମାନେ ସରକାରକଁର ଭତା ଯୋଜନାରେ ସାମିଲ ହେଇ ନାଇଁପାରି। ଯେନ୍‌ଥିରଲାଗି ବୁରୁଧ୍‌ ଦମ୍ପତି ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଏନ୍‌ତା କି ଘନ ଭତାର ଲାଗି ପାଖାପାଖି ୧୦ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଥିଲେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବର ପଢ଼ି ଜିଲା ଆଇନ୍‌ ସେବା ପ୍ରାଧିକରଣ ସଚିବ ନୀଳିମା ପଣ୍ଡାକଁର ନିରଦେଶରେ ପିଏଲ୍‌ବି ଚନ୍ଦ୍ରଶେଖର ପ୍ରଧାନ ମହୁଲପାଲିରେ ପୁହୁଁଚିଥିଲେ। ସେ ଘନକଁର ଘରକେ ଯାଇ ତାକର ଦୁଖ୍‌ସୁଖ ବୁଝବାର ସଂଗେ ଭତାର ଲାଗି ଆବେଦନ ପତରରେ ଦସ୍‌ଖତ ନେଇଛନ୍‌। ଆବେଦନ ପତର ଡିଏସ୍‌ଏସ୍‌ଓକୁଁ ଦେଇ ଯେତେ ଜଲଦି ହେବା ଭତା କରାବାର ବେବସ୍‌ତା କରାଯିବା ବଲି ପିଏଲ୍‌ବି ପଧାନ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାସହୀନଙ୍କ ଆଶୀର୍ବାଦ ନେଲେ କଂସ ଅଭିନେତା

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ଏଥର କଂସ ଅଭିନୟ କରିବେ। ତେବେ ଧନୁଯାତ୍ରାକୁ ଆଉମାତ୍ର ୨ଦିନ...

ଆସୁଛି ଧନୁଯାତ୍ରା, ଚଳଚଞ୍ଚଳ ବରଗଡ଼

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩ତାରିଖ ଶୁକ୍ରବାର ଦିନରୁ ଏହି ମହୋତ୍ସବ ଆରମ୍ଭ ହୋଇ ୧୩ତାରିଖ...

ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ...

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ।...

ବିକ୍ରି ହୋଇପାରୁନି ଧାନ, ପାଠପଢା ଛାଡ଼ି ଧାରଣାରେ ବସିଲେ ମାଟ୍ରିକ ଛାତ୍ର

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ କୃଷିପ୍ରଧାନ ଜିଲା। କୃଷି ହିଁ ଜିଲାବାସୀଙ୍କ ଜୀବନ ଜୀବିକା। କୃଷିକ୍ଷେତ୍ରରେ ବାଧା ଉପୁଜିଲେ ଜିଲାବାସୀଙ୍କ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି...

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା...

ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri