ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍‌-‘ସି’, ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍‌ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍‌ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍‌ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ। ବିଭିନ୍ନ ମୁତ୍ର ଜନିତ ସମସ୍ୟା ତଥା ନିଦ୍ରାହୀନତା ରୋଗରେ ଏହା ସୁଫଳ ପ୍ରଦାନ କରିଥାଏ। ସେହିପରି ଏହା ଯକୃତକୁ ସୁସ୍ଥ ରଖେ। ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ମହଙ୍ଗା ପଡିଲା ବିଧାନସଭାରେ ବିରୋଧୀଦଳ ନେତାଙ୍କୁ ଅପଶବ୍ଦ କହିବା

ଗୁଆହାଟୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ଆସାମ ୟୁନିଟ ଶନିବାର (୨୨ ମାର୍ଚ୍ଚ, ୨୦୨୫) ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା...

ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ

ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି। ୨୦୨୪...

ପାକିସ୍ତାନକୁ ସିଧା ଶୁଣାଇଲା ଭାରତ, ଜାକିର ନାଏକଙ୍କ ଆତିଥ୍ୟକୁ ନେଇ ରାଗିଲା ଭାରତ

ନୂଆଦିଲ୍ଲୀ,୨୨।୩: ଭାରତର ପଳାତକ ଧର୍ମପ୍ରଚାରକ ଜାକିର ନାଏକ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଖୁବ୍‌ ସ୍ବାଗତ କରାଯାଇଥିଲା। ଏହି ସମୟରେ ଜାକିର ନାଏକ ପାକିସ୍ତାନର...

ଝାଡ଼ଖଣ୍ଡରେ ନକ୍ସଲଙ୍କ IED ବ୍ଲାଷ୍ଟ, ଆହତ ସବ-ଇନ୍ସପେକ୍ଟର ସୁନୀଲ ମଣ୍ଡଳ ଶହୀଦ

ରାଞ୍ଚି,୨୨।୩: ଝାଡ଼ଖଣ୍ଡର ଚୈବାସାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ ୧୯୩ ବାଟାଲିୟନର ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ଆହତ...

Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ...

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image