ମାନୁଫାକ୍‌ଚରିଂ କାର୍ଯ୍ୟକଳାପରେ ଉନ୍ନତି

ନୂଆଦିଲ୍ଲୀ, ୩-୧୨: ଚଳିତ ବର୍ଷ ନଭେମ୍ବରରେ ଦେଶର ମାନୁଫାକଚରିଂ କ୍ଷେତ୍ରରେ କାର୍ଯ୍ୟକଳାପ ସାମାନ୍ୟ ଉନ୍ନତି ଆସିଛି। ଦେଶର ଅଭିବୃଦ୍ଧି ହ୍ରାସ, ନୂଆ ଅର୍ଡର କମିବା ଏବଂ ଉତ୍ପାଦନ ଏବେ ଯାଏ ପୂର୍ବ ସ୍ଥିତିକୁ ଫେରି ନ ଥିବା ଏକ ମାସିକ ସର୍ଭେରେ ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ମାନୁଫାକଚରିଂ ପିଏମ୍‌ଆଇ ଅକ୍ଟୋବରରେ ୫୦.୬% ରହିଥିବା ବେଳେ ଏହା ନଭେମ୍ବରରେ ୫୧.୨%କୁ ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Kisan Vikas Patra: ଟଙ୍କା ଦୁଇଗଣା କରେ ଏହି ସରକାରୀ ଯୋଜନା, ଜାଣନ୍ତୁ କିଏ ଏବଂ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୯।୧୧: ଡାକଘର ହେଉଛି ଭାରତର ସର୍ବ ପୁରାତନ ଅନୁଷ୍ଠାନ। ଡାକ ସମ୍ବନ୍ଧୀୟ ସୁବିଧା ଯୋଗାଇବା ସହିତ ଡାକଘରଗୁଡ଼ିକରେ ବିଭିନ୍ନ ପ୍ରକାରର ଆର୍ଥିକ ସୁବିଧା (ଡାକଘର କ୍ଷୁଦ୍ର...

ବଜାରରେ ବଜାଜ୍‌ର ଫ୍ରିଡମ୍‌ ସିଏନ୍‌ଜି ବାଇକ୍‌

ଭୁବନେଶ୍ୱର,୯।୧୧: ବଜାଜ ଅଟୋ ଲିମିଟେଡ୍‌(ବଜାଜ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ବାଇକ୍‌ ‘ଫ୍ରିଡମ’ର ଅନାବରଣ ସର୍ବଭାରତୀୟ ସ୍ତରରେ...

କେଏଫ୍‌ସିର ନୂତନ ଅଭିଯାନ

ନୂଆଦିଲ୍ଲୀ,୯।୧୧: ଦେଶର ପ୍ରମୁଖ ଫୁଡ୍‌ ପ୍ଲାଟ୍‌ଫର୍ମ କେଏଫ୍‌ସି’ର ନୂତନ ଅଭିଯାନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରାୟ ୩୩ ଦଶନ୍ଧି...

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୯।୧୧: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ...

ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ...

ବଦଳିଲା ବ୍ୟାଙ୍କ ଲକର୍‌ ଫିସ୍‌, ଏବେ ଖୋଲିବାକୁ ଗଣିବେ ଏତିକି ଟଙ୍କା 

ନୂଆଦିଲ୍ଲୀ,୮।୧୧: ପରିଶ୍ରମରେ ରୋଜଗାର କରୁଥିବା ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ଖୋଲିବା ସୁବିଧା ପ୍ରଦାନ କରାଯାଇଥାଏ। ଟଙ୍କା ସହ ଆପଣ ବ୍ୟାଙ୍କରେ...

ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ...

ଆମାଜାନ ଏବଂ ଫ୍ଲିପକାର୍ଟ ଭେଣ୍ଡର୍ସଙ୍କ ଉପରେ ଚଢ଼ାଉ କଲା ED, ଏକକାଳୀନ ୧୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୭ା୧୧: ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri