ଭୋପାଳ,୧୫।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍ ପଜିଟିଭ୍ ହୋଇଛନ୍ତି। ଏ ନେଇ ସେ ନିଜେ ଆଜି କରେନାରେ ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ମୁଁ ମୋର କୋଭିଡ୍ ପରୀକ୍ଷା କରିଛି। ଯେଉଁଥିରେ ମୋର ପଜିଟିଭ ଆସିଛି। ସାମାନ୍ୟ ଲକ୍ଷଣ ଥିବାରୁ କୋଭିଡ୍ର ନିର୍ଦ୍ଦେଶାବଳୀ ଅନୁସରଣ କରି ମୁଁ ନିଜକୁ ପୃଥକ କରିଛି ବୋଲି ମଧ୍ୟପ୍ରଦେଶର ସିଏମ୍ ଟୁଇଟ୍ରେ କହିଛନ୍ତି।
मैंने अपना RTPCR #COVID19 टेस्ट कराया है जिसमें मैं कोविड पॉजिटिव आया हूं।
मुझे सामान्य लक्षण है। कोविड-19 की गाइडलाइन का पालन करते हुए मैंने स्वयं को आइसोलेट किया है। आगामी सभी कार्य मैं वर्चुअली करूंगा।
कल संत शिरोमणि रविदास जयंती के कार्यक्रम में, मैं वर्चुअली शामिल रहूंगा।
— Shivraj Singh Chouhan (@ChouhanShivraj) February 15, 2022