ମେ ୧୩ରେ ଶପଥ ନେବେ ନେତାନ୍ୟାହୁ

ଜେରୁଜେଲମ୍‌,୭।୫: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଭାବେ ବେଞ୍ଜାମିନ୍‌ ନେତାନ୍ୟାହୁ ମେ ୧୩ରେ ଶପଥ ନେବେ। ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ କରାଯାଇଥିବା ଏକ ଆବେଦନକୁ ସ୍ଥାନୀୟ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ତାଙ୍କୁ ସରକାର ଗଠନ ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ନେତାନ୍ୟାହୁ ଲଗାତାର ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୭୦ ବର୍ଷ ବୟସ୍କ ନେତାନ୍ୟାହୁଙ୍କ ବିରୋଧରେ ମାର୍ଚ୍ଚ ୧୭ରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାର ବିଚାର କୋର୍ଟରେ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଦ ପୂର୍ବରୁ ମହଙ୍ଗା ମାଡ଼, ଏଠି ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ,୨୨।୩: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ।...

ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା

ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା...

ଶାନ୍ତିର ବାର୍ତ୍ତା ଦେଉଥିବା ଦେଶ ଏବେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା ତିଆରି ପାଇଁ କରୁଛି ଯୋଜନା

ଓ୍ବାଶିଂଟନ,୨୨।୩: ଆମେରିକାର ଛାୟାରେ ରହୁଥିବା ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ବହୁ ବର୍ଷ ଧରି, ୟୁରୋପୀୟ ଦେଶଗୁଡ଼ିକ...

ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି...

ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଲା ନିଆଁ! ଭୟରେ ଘର ଛାଡ଼ିଲେ ଲୋକେ

ସିଓଲ,୨୨।୩: ଦକ୍ଷିଣ କୋରିଆର ଚାଙ୍ଗୱନର ଦକ୍ଷିଣ-ପୂର୍ବରେ ଥିବା ସାନଚିଓଙ୍ଗ କାଉଣ୍ଟିରେ ଜଙ୍ଗଲରେ ନିଆଁ ଲାଗିଛି। ଅନ୍ୟପକ୍ଷରେ, ସେଠାରେ ପ୍ରବଳ ପବନ ମଧ୍ୟ ବହୁଛି। ପ୍ରବଳ ପବନ...

ହସ୍ପିଟାଲରେ ପଶିଲେ ବଲୁଚ ପ୍ରଦର୍ଶନକାରୀ, ନେଇଗଲେ ଜାଫର ଏକ୍ସପ୍ରେସ ହାଉଜାକ କରିଥିବା BLA ବିଦ୍ରୋହୀଙ୍କ ମୃତଦେହ

କ୍ୱେଟା,୨୨।୩: ବେଲୁଚିସ୍ତାନର ପ୍ରାନ୍ତୀୟ ରାଜଧାନୀ କ୍ୱେଟାର ସିଭିଲ ହସ୍ପିଟାଲରେ ଏକ ଅଜବ ଘଟଣା ଘଟିଥିଲା, ଯେତେବେଳେ ବେଲୁଚ ପ୍ରଦର୍ଶନକାରୀମାନେ ଜୋରଜବରଦସ୍ତ ହସ୍ପିଟାଲ ଭିତରକୁ ପ୍ରବେଶ କରି...

ମସ୍କଙ୍କ ଝିଅ କଲେ ସାଂଘାତିକ ଖୁଲାସା, ମୋ ଭାଇଭଉଣୀଙ୍କ ବିଷୟରେ ମୁଁ ଜାଣିନାହିଁ…

ଓ୍ବାଶିଂଟନ୍‌,୨୨।୩: ଏଲନ ମସ୍କଙ୍କ ପୂର୍ବତନ ସ୍ତ୍ରୀ ଜଷ୍ଟିନ ୱିଲସନଙ୍କ ପ୍ରଥମ ଝିଅ ଭିଭିଆନ ଜେନା ୱିଲସନ, ସମ୍ପ୍ରତି ଏକ ସାକ୍ଷାତକାରରେ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ...

ୟୁନୁସଙ୍କ ବିରୋଧରେ ଏକାଠି ହେଲା ବାଂଲାଦେଶ ସେନା! ଆର୍ମି ମୁଖ୍ୟଙ୍କ ବଡ଼ ନିଦ୍ଦେଶ…

ଢାକା,୨୨।୨୩: ଶେଖ ହାସିନା ସରକାରଙ୍କ ବିଦ୍ରୋହ ପରଠାରୁ ବାଂଲାଦେଶର ପରିସ୍ଥିତି ସ୍ବାଭାବିକ ହେଉନାହିଁ। ନୂଆ ଖବର ହେଉଛି ଯେ ବାଂଲାଦେଶ ଆର୍ମି ମୁଖ୍ୟ ତାଙ୍କ ସୈନିକମାନଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image