Posted inଜାତୀୟ

ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା

ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ଅଭିଯୋଗ କରିଛନ୍ତି। ଦେଶରେ ବେକାରିଙ୍କ ସଂଖ୍ୟା ବଢୁଥିବାବେଳେ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ କେନ୍ଦ୍ର ସରକାର ବିଫଳ ରହିଛନ୍ତି। ମୋଦି ସରକାରଙ୍କ ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟ ଅପ୍‌ ଇଣ୍ଡିଆର କୌଣସି ଖୋଜ୍‌ ଖବର ନ ଥିବା ସେ କହିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଖାଦ୍ୟ କିଣି ଖାଇବା ପାଇଁ ପାଖରେ ପଇସା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା କହି ସିଦ୍ଧାରମେୟା ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମଲନାଥ କି ବଘେଲ ନୁହେଁ , ରାହୁଲଙ୍କୁ ବୁଷ୍ଟର ଡୋଜ ଦେବେ ପାଇଲଟ

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଅସୁସ୍ଥ ଥିବା ସୂଚନା ମିଳିଛି। ସେଥିପାଇଁ ସେ ଗୁରୁବାର ମୁଜାଫରନଗର ରାଲିକୁ ରଦ୍ଦ କରିଥିବା କୁହାଯାଇଛି।...

ଗୋଟିଏ ପରେ ଗୋଟିଏ ରାଲି ବାତିଲ, କେଜ୍‌ରିଓ୍ବାଲଙ୍କ ବିରୋଧରେ କାର୍ଯ୍ୟକ୍ରମ ଶୂନ…ଦିଲ୍ଲୀ ପାଇଁ କି ମସୁଧା ଚଳାଇଛନ୍ତି ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ନିର୍ବାଚନରୁ ପଛକୁ ହଟିଛି କଂଗ୍ରେସ। ଏଠାରେ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ୩ଟି ପ୍ରସ୍ତାବିତ ରାଲିକୁ ଶେଷ ମୁହୂର୍ତ୍ତରେ ଗୋଟିଏ ପରେ...

କେଜ୍‌ରିଓ୍ବାଲଙ୍କୁ ଆଦିତ୍ୟନାଥଙ୍କ ଆହ୍ବାନ: ରୋହିଙ୍ଗ୍ୟାଙ୍କୁ ଆଧାରକାର୍ଡ ଦେଉଛନ୍ତି, ହେଲେ କ’ଣ ଆପଣ ନିଜ ମନ୍ତ୍ରୀମାନଙ୍କ ସହ ଯମୁନାରେ ବୁଡ଼ ପକାଇପାରିବେ?

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁରୁବାର ଦିଲ୍ଲୀର କିରାଡ଼ିରେ ନିର୍ବାଚନୀ...

ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ, କୋର୍ଟ ଜାରି କଲେ ଜାମିନ ବିହିନ ଓ୍ବାରଣ୍ଟ

ମୁମ୍ବାଇ,୨୩।୧: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ତିନି ମାସ ଜେଲଦଣ୍ଡ ଶୁଣାଇଛନ୍ତି।...

ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଭଳି ଭୁଲ ଖବର ଦେଇଥିଲେ ଏହି ବ୍ୟକ୍ତି, ଫଳରେ ପ୍ରାଣ ହରାଇଲେ ୧୨ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ଜଳଗାଓଁରେ ବୁଧବାର ଘଟିଥିବା ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ...

OLA-UBERକୁ ନୋଟିସ୍‌, ତୁରନ୍ତ ଜବାବ ରଖିବାକୁ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩ା୧: କେନ୍ଦ୍ର ସରକାର ଏକ ନୋଟିସ୍‌ ପଠାଇ OLA-UBERକୁ ଜବାବ ମାଗିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ କହିଛି, ବିଭିନ୍ନ ଫୋନ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା...

ଅଭିନେତାଙ୍କ ଚାଲିକୁ ଦେଖି ମହାରାଷ୍ଟ୍ରର ମନ୍ତ୍ରୀ କହିଲେ, ‘ସତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ ନାଟକ କରୁଥିଲେ’

ମୁମ୍ବାଇ,୨୩।୧: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଲେ ଯେ ଆକ୍ରମଣ ପ୍ରକୃତରେ...

ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍‌ ଫେଲ୍‌

ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image