ଦୀର୍ଘ ୨ମାସର ଲକଡାଉନ ପରେ ସରକାରଙ୍କ ପକ୍ଷରୁ କଟକଣା କୋହଳ ହେବା ପରେ ଧୀରେ ଧୀରେ ମାର୍କେଟ ସବୁ ଖୋଲିଛି । ବ୍ୟବସାୟୀ ମାନେ ଦୋକାନ ତ ଖୋଲିଛନ୍ତି, ହେଲେ ସେମାନଙ୍କ ବେପାର ପୂର୍ବଭଳି ହେଉନାହିଁ । ଏବେ ପ୍ରତି ସପ୍ତାହକୁ ୨ଦିନ ଶଟଡାଉନ ଘୋଷଣା ପରେ ବ୍ୟବସାୟୀଙ୍କ ପ୍ରତିକ୍ରିୟା କଣ ରହିଛି ଚାଲନ୍ତୁ ଜାଣିବା ଏହି ଭିଡ଼ିଓରୁ ।