ଲଘୁଚାପ ଜନିତ ବର୍ଷା ଉତ୍ତର ଓ ଉପକୂଳ ଓଡିଶା ଲାଗି ଭୟଙ୍କର ଜଳପ୍ରଳୟ ସୃଷ୍ଟି କରିଛି । ବ୍ରାହ୍ମଣୀ , ବୈତରଣୀ , ବୁଢାବଳଙ୍ଗ , ଖରସ୍ରୋତା , ଜଳକା ନଦୀରେ ବନ୍ୟାରେ ସୁଧାର ଆସୁଥିବା ବେଳେ ମହାନଦୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି ସେପଟେ ମୁଣ୍ତଳିରେ ଜଳସ୍ତର କମିବାରେ ଲାଗିଛି । ତେବେ ମୁଣ୍ଡଳିରେ ସ୍ଥିତି କ’ଣ ଓ ଏହାକୁ ନେଇ ଲୋକଙ୍କ ମତ କ’ଣ ଆସନ୍ତୁ ଦେଖିବା ଏହି ଭିଡିଓରେ ।