କାଲିଫର୍ନିଆ,୩୧।୮: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଦୁଇ ଦେଶର ୨ ଯୁବତୀ ବିବାହ କରି ସମଲିଙ୍ଗୀ ଦମ୍ପତି ହୋଇଛନ୍ତି। ଭାରତର ବିୟାଙ୍କା ପାକିସ୍ତାନର ସାୟମାଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବରେ ବିୟାଙ୍କା ବର .ହୋଇଥିବାବେଳେ ସାୟମା କନ୍ୟା ହୋଇଥିଲେ। ସେମାନଙ୍କର ବିବାହ ଉତ୍ସବର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
Posted inଜାତୀୟ