ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲେ ହେଁ ଏବେ କଥାଟି ପୁରା ସତ ବୋଲି ଜଣାପଡ଼ିଛି। କଥା ଏତେ ଆଗକୁ ବଢ଼ିଲାଣି ଯେ ଖୁବ୍‌ଶୀଘ୍ର ଅଙ୍କିତା ବିବାହକୁ ନେଇ ଘୋଷଣା ମଧ୍ୟ କରିପାରନ୍ତି।

ବିକ୍କିଙ୍କ ସହ କିଛି ଖାସ୍‌ ମୂହୁର୍ତ୍ତର ଫଟୋ ଅଙ୍କିତା ସୋସିଆଲ ମିଡିଆରେ ଛାଡିଛନ୍ତି। କିଛି ଫଟୋରେ ଅଙ୍କିତାଙ୍କୁ ବିକ୍କି ପ୍ରପୋଜ୍‌ କରୁଥିବା ଦେଖାଯାଇଛି। ଶେୟାର କରିବା ସମୟରେ ଅଙ୍କିତା ଏ ବିଷୟରେ ଭାବିବେ ବୋଲି ଲେଖିଛନ୍ତି। ଏଣୁ ଉଭୟଙ୍କ ବିବାହ ନେଇ ପ୍ରଶଂସକଙ୍କୁ ଖୁସି ଖବର ମିଳିପାରେ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ଉଭୟ ବମ୍ବେରେ ଘର କିଣିସାରିଥିବା ବେଳେ ଅଗଷ୍ଟରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ କଥାଟି କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ବିଷୟରେ ଏମିତି କଥା କେବେ ବି ଶୁଣି ନ ଥିବେ, ମାନନ୍ତୁ କି ନ ମାନନ୍ତୁ ସତ ଜାଣିଲେ…

ନୂଆଦିଲ୍ଲୀ,୬।୪: ଯିଏ ଅସମ୍ଭବକୁ ସମ୍ଭବ କରନ୍ତି, ତାଙ୍କ ନାମ ଧୋନି। ଦଳର ସଫଳ ରନ ଚେଜରେ ତାଙ୍କର ଅବଦାନ ତାଙ୍କ ସଫଳତାର କାହାଣୀ ବଖାଣିଥିଲା। କିନ୍ତୁ,...

୧୬ରେ ଦିବ୍ୟାଙ୍ଗଙ୍କୁ ନେଇ ଖେଳ, ସାଂସ୍କୃତିକ ପ୍ରତିଯୋଗୀତା ପ୍ରତିଯୋଗିତା ସଫଳତା ନେଇ ସନ୍ଦେହ, ଆସିଲେନି…

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ CSK coachଙ୍କର ବଡ଼ ବୟାନ, ସମସ୍ତେ କାବା

ଚେନ୍ନାଇ,୬।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚ ପରେ ଏମଏସ ଧୋନୀଙ୍କ ଅବସର...

ବନ୍ଧୁତାରୁ ପ୍ରେମ…IPL ଖେଳୁଥିବା ଏହି କ୍ରିକେଟର ନିଜଠାରୁ ୭ ବର୍ଷ ବଡ଼ ମୁସଲମାନ ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ, ଏବେ…

ନୂଆଦିଲ୍ଲୀ,୬।୪: ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଶେଷରେ ସେମାନେ ଆଉ ପାଦେ ଆଗକୁ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମେ କହୁଛୁ...

ବଡ଼ ଖବର: ହ୍ବାଇଟ ହାଉସ୍‌ ଛାଡିବେ ଏଲନ ମସ୍କ

ଓ୍ବାଶିଂଟନ୍‌, ୬।୪: ଆମେରିକା ପ୍ରଶାସନରେ ବଡ଼ ଚେହେରା ବନିଥିବା ଏଲନ ମସ୍କ ଖୁବଶୀଘ୍ର ହ୍ବାଇଟ ହାଉସ୍‌ ଛାଡି ପାରନ୍ତି। ଏନେଇ ବଡ଼ ଖବର ସାମ୍ନାକୁ ଆସିଛି।...

ସ୍ବଚ୍ଛତା ସୃଷ୍ଟିକରେ ସୁସ୍ଥ ପରିବେଶ, ବାତାବରଣ

ରାଇକିଆ,୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ...

ଗଞ୍ଜାମ ସହରରେ ଶ୍ରୀରାମ ନବମୀ: ଋଷୁକୂଲ୍ୟାରୁ ଅଣାଗଲା ଜଳ ଭାର

ଗଞ୍ଜାମ,୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶ୍ରୀରାମ ନବମୀ ଧୂମଧାମରେ ପାଳିତ ହେଉଛ।ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ପୁଇଁତୋଳା...

ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ଘରେ ଘରେ ପତାକା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image