୨ ପୂର୍ବତନ ବିଧାୟକଙ୍କ ସହ ୨୪ ଡାକ୍ତରଙ୍କୁ ନେଇ ସ୍ବେଚ୍ଛାସେବୀ ଡାକ୍ତର ପ୍ୟାନେଲ ଗଠିତ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ ତଥା ଡାକ୍ତର ଅଛନ୍ତି। ସେମାନେ ହେଲେ ଛତ୍ରପୁରର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ଏଥିସହ ଉକ୍ତ ପ୍ୟାନେଲରେ ବିଭିନ୍ନ ସ୍ପେସିଆଲିଷ୍ଟ ଅଛନ୍ତି। ଡିଆର୍‌ଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ ଥିବା ଡାକ୍ତରମାନଙ୍କୁ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ୍‌ ଜରିଆରେ କୌଣସି ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ଟୁରିଷ୍ଟ୍‌ ବସ: ଜଣେ ମୃତ, ୪ ଗୁରୁତର

ନୟାଗଡ,୧୦।୧: ନୟାଗଡ଼ ପୋଲିସ ଜିଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ସୁରକ୍ଷା ପ୍ରାଚୀର ଭାଙ୍ଗି ନଦୀ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଟୁରିଷ୍ଟ ବସ...

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ...

ପକ୍ଷୀ ସଂରକ୍ଷଣକୁ ଗୁରୁତ୍ୱ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ପକ୍ଷୀ ସଂରକ୍ଷଣ ପାଇଁ ଛାତ୍ରାବସ୍ଥାରୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ବୁଧବାର ଜାତୀୟ...

ବାଲ୍‌ ଧନୁଯାତ୍ରାରେ କଂସ ରାଜୁତି ଆରମ୍ଭ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଗୁରୁବାର ସନ୍ଧ୍ୟାରେ ବାଲ୍‌ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଜିଲାପାଳ ଆଦିତ୍ୟ...

ରାଧାକୃଷ୍ଣଙ୍କ ନାବକେଳି, କଂସ ବ୍ୟସ୍ତ ବିବ୍ରତ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୁରୁବାର ସପ୍ତମ ଦିବସରେ ସ୍ଥାନୀୟ ମନାବନ୍ଧ (ଜଳାଶୟ)ରେ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଅଭିନୀତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ରାଧାକୃଷ୍ଣ ମନାବନ୍ଧରେ...

ଅଳିଆ ଗନ୍ଧରେ ଫାଟୁଛି ସିମନବାଡି: ପଥଚାରୀ ଅସନ୍ତୁଷ୍ଟ

ଦାରିଙ୍ଗବାଡି,୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ସୁବିଧା ଓ ପଥଚାରୀଙ୍କ ବିଶ୍ରାମ ପାଇଁ ପଞ୍ଚାୟତ ପକ୍ଷରୁ ଏବେ ପଦକ୍ଷେପ ନିଆଯାଇଛି...

ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri