ଟ୍ରମ୍ପ ଓକିଲଙ୍କ କୋର୍ଟରେ ଅପିଲ, ୨୦୨୦ ନିର୍ବାଚନ ମାମଲାରେ ବିଳମ୍ବରେ ହେଉ ଶୁଣାଣି

ଓ୍ବାଶିଂଟନ୍‌,୯।୮: ୨୦୨୦ ନିର୍ବାଚନକୁ ରଦ୍ଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଜିଲା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ଏହି ଅଭିଯୋଗର ଶୁଣାଣି ସମୟକୁ ବିଳମ୍ବ କରିବାକୁ କୋର୍ଟଙ୍କ ପାଖରେ ନିବେଦନ କରିଛନ୍ତି। ଯାହା ଏହି ମାମଲାରେ ପ୍ରମାଣ ବ୍ୟବହାର କରାଯାଇପାରିବ। ଯାହାଦ୍ୱାରା ପ୍ରମାଣକୁ କିପରି ଉପଯୋଗ କରାଯାଇପାରିବ ସେ ନେଇ ସମୟ ମିଳିପାରିବ। ଟ୍ରମ୍ପଙ୍କ ଓକିଲମାନେ ଆସନ୍ତା ସପ୍ତାହ ଆରମ୍ଭ ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି।

Share