ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲାଗିବ ରୋବୋ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ

ଲଣ୍ଡନ, ୪।୬: ବୈଜ୍ଞାନିକମାନେ ଏବେ ଏମିତି ରୋବୋ ତିଆରି କରିଛନ୍ତି ଯେଉଁ ରୋବୋ ଚିତ୍ର ଆଙ୍କି ପାରିବ ଏହି ରୋବୋର ନାଁ ଦିଆଯାଇଛି ଆଇଡା (Ai-Da)। ରୋବୋଟିକୁ ଏକ ସୁନ୍ଦର ଯୁବତୀର ରୂପ ଦିଆଯାଇଛି। ଏହା ତା’ର ରୋବୋଟିକ୍‌ ହାତ ଓ ଆଖିରେ ଚିତ୍ର ଆଙ୍କିବ। ଗଣିତଜ୍ଞ ଏଡା ଲବଲେସଙ୍କ ନାଁ ଅନୁଯାୟୀ ରୋବୋର ନାମକରଣ କରାଯାଇଛି।

Share