Categories: ଜାତୀୟ

ଅଜିତ୍‌ ପାଓ୍ବାର ହେବେ ଉପମୁଖ୍ୟମନ୍ତ୍ରୀ: ଡିସେମ୍ବର ୧୬ରୁ ଶୀତ ଅଧିବେଶନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଖୁବ୍‌ ଶୀଘ୍ର ଅଜିତ୍‌ ପାଓ୍ବାର ଶପଥ ନେବାର ଚର୍ଚ୍ଚା ହେଉଛି। ସେହିପରି ନୂଆ ସରକାରଙ୍କୁ ନେଇ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୧୬ରୁ ଆରମ୍ଭ ହେବ ବୋଲି କୁହାଯାଉଛି।

Share