Categories: ଜାତୀୟ

ଅତିରିକ୍ତ ବ୍ୟବବରାଦ: ଅଯୋଧ୍ୟା ମନ୍ଦିର ରକ୍ଷାଣବେକ୍ଷଣ ଖର୍ଚ୍ଚ ୨୦ କୋଟି ୪୦ ଲକ୍ଷ; ଲଦାଖ ପାଇଁ ୮,୮୨୦ କୋଟି ଏବଂ ମହାକାଶ ବିଭାଗ ଲାଗି ୬୬୬ କୋଟି

ନୂଆଦିଲ୍ଲୀ,୨୮।୧୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୨୧,୨୪୬ କୋଟି ୧୬ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟବବରାଦ ଲୋକସଭାରେ ଉପସ୍ଥାପନ କରାଯାଇଛିି। ସେଥି ମଧ୍ୟରୁ ଅଯୋଧ୍ୟା ମନ୍ଦିରର ରକ୍ଷାଣବେକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଲଦାଖ ପାଇଁ ୮,୮୨୦ କୋଟି ଏବଂ ମହାକାଶ ବିଭାଗ ଲାଗି ୬୬୬ କୋଟି ଟଙ୍କା ଖର୍ଚ୍ଚ ହେବ। ଦରମା ଏବଂ ପୋଲିସ ବିଭାଗ ରାଶନ ପାଇଁ ୩,୩୮୭ କୋଟି ୪୬ ଲକ୍ଷ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

Share