Categories: ବାଣିଜ୍ୟ

ଅଧିକ ନୋଟ୍‌ ଛାପିବା ଠିକ୍‌ ନୁହେଁ: ଏନ୍‌.କେ .ସିଂ

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ରାଜକୋଷରେ ବିତ୍ତୀୟ ନିଅଣ୍ଟ ଏବଂ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କୋଭିଡ୍‌-୧୯ ରାଜସ୍ବକୁ ପ୍ରଭାବିତ କରିଥିଲେ ମଧ୍ୟ ଅଧିକ ନୋଟ୍‌ ଛାପିବା ଠିକ୍‌ କଥା ନୁହେଁ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ସୂଚନା ଦେଇଛନ୍ତି। କରୋନା ପାଇଁ ଟିକସ ଏବଂ ଅଣ ଟିକସ ରାଜସ୍ବ କ୍ଷେତ୍ରରେ ଅନେକ ଅନିଶ୍ଚିତତା ଦେଖାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share