Categories: ଗଞ୍ଜାମ

ଅନର କିଲିଂ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ,୧୮ା୫ : ଅନର କିଲିଂ ମମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ – ୧ ସଞ୍ଜୟ ସାହୁ ୩ ଅଭିଯୁକ୍ତଙ୍କୁ ଶନିବାର ଉପଯୁକ୍ତ ପ୍ରମାଣ ମିଳିବାରୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି।