Categories: Video

ଅନଲକ୍ ୧କୁ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ରାଜ୍ୟରେ ଦିନ କୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନଲକ୍ ୧ରେ ନୂଆ ନିୟମ ଆଣିଛନ୍ତି । ତେବେ ପରିବର୍ତ୍ତିତ ନିୟମ କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।