ଅନୁଗୋଳରେ ପ୍ରତାପ ପ୍ରଧାନ ୮୩୬ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୮୩୬ ଭୋଟରେ ଆଗରେ ରହିଛନ୍ତି। ବିଜେଡିର ରଜନୀକାନ୍ତ ସିଂ ୧୪୦୧୨ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୧୪୮୪୮ଭୋଟ ପାଇଛନ୍ତି। କଂଗ୍ରେସର ବିଳ୍ପବ ଜେନା ୬୬୪୬ ଖଣ୍ଡ ଭୋଟ ପାଇଛନ୍ତି।