ଅନୁଗୋଳରେ ରଜନୀକାନ୍ତ ସିଂ ୬୧୦ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ୩ୟ ରାଉଣ୍ଡ ଶେଷ ସୁଦ୍ଧା ୬୧୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରଜନୀକାନ୍ତ ସିଂ ୬୯୩୮ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୬୩୨୯ ଏବଂ କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୩୬୨୭ ଖଣ୍ଡ ଭୋଟ ପାଇଛନ୍ତି।