ଅନୁଗୋଳରେ ରଜନୀକାନ୍ତ ୧୫୪୨ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୧୫୪୨ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ଆଗରେ ରହିଛନ୍ତି। ରଜନୀକାନ୍ତ ୨୮୧୫୫ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୨୬୬୧୩ ଭୋଟ ପାଇଛନ୍ତି। କଂଗ୍ରେସର ବିଳ୍ପବ ଜେନା ୧୨୭୧୧ ଖଣ୍ଡ ଭୋଟ ପାଇଛନ୍ତି।