ଅନୁଗୋଳରେ ରଜନୀକାନ୍ତ ୨୮୫୪ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୨୮୫୪ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ଆଗରେ ରହିଛନ୍ତି। ରଜନୀକାନ୍ତ ୩୫୪୮୩ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୩୨୬୨୯ ଭୋଟ ପାଇଛନ୍ତି। କଂଗ୍ରେସର ବିଳ୍ପବ ଜେନା ୧୫୨୦୦ ଖଣ୍ଡ ଭୋଟ ପାଇଛନ୍ତି।