Categories: ଜାତୀୟ

ଅନୁଚ୍ଛେଦ ୩୭୦ର ବୈଧତାକୁ ଚ୍ୟାଲେଞ୍ଜ୍‌ କରୁଥିବା ଜନସ୍ବାର୍ଥ ମାମଲା ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହେଲେ

ନୂଆଦିଲ୍ଲୀ,୧୦।୭: ଅନୁଚ୍ଛେଦ ୩୭୦ର ବୈଧତାକୁ ନେଇ ଚ୍ୟାଲେଞ୍ଜ୍‌ କରାଯାଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏହି ଅନୁଚ୍ଛେଦ ଅନ୍ତର୍ଗତ ଜମ୍ମୁ-କଶ୍ମୀରକୁ ବିଶେଷ ଅଧିକାର ଦିଆଯାଇଛି। ଖୁବ୍‌ ଶୀଘ୍ର ଏହା ଉପରେ ଶୁଣାଣି ଆରମ୍ଭ କରାଯିବ ବୋଲି କୁହାଯାଉଛି।

Share