ଅନୁଭବ ୧୭,୧୮୦ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୭୧୮୦ ଭୋଟରେ ଆଗୁଆ ଅଛନ୍ତି। ଅନୁଭବ ୫୩,୧୮୮ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୩୬୦୦୮ ଖଣ୍ଡ ଭୋଟ ପାଇଛନ୍ତି।