କେନ୍ଦ୍ରାପଡ଼ା ଲୋକ ସଭା ଆସନ: ଅନୁଭବ ୭୮ହଜାର ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)-କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରର୍ଥୀ ଅନୁଭବ ମହାନ୍ତି ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ବର୍ତ୍ତମାନ ସୁଦ୍ଧା ୭୮,୫୭୬ ଭୋଟରେ ଆଗରେ ଅଛନ୍ତି।