Categories: ବାଣିଜ୍ୟ

ଅଭିବୃଦ୍ଧି ୧.୧ % ରହିବ:ଏସ୍‌ବିଆଇ ରିସର୍ଚ୍ଚ

ବ୍ରିଟେନର ପ୍ରମୁଖ ଏଜେନ୍ସି ଭାରତର ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦% ରହିବ ବୋଲି ପୂର୍ବାନୁମାନରେ କହିଛି। ପୂର୍ବରୁ ହୋଇଥିବା ଅନୁମାନରେ ଭାରତ ୨.୫% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେବ ବୋଲି ଏହି ଏଜେନ୍ସି କହିଥିଲା। ସେହିଭଳି ୨୦୨୧ରେ ଭାରତର ବିକାଶ ହାର ୧.୧% ରହିବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। କରୋନା ଯୋଗୁ ଦେଶର ବିକାଶ ହାର କ୍ଷତିଗ୍ରସ୍ତ ହୋଇଥିବା ଏହି ଏଜେନ୍ସି ପ୍ରକାଶ କରିଛି। ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି।

Share