ଅମାନିଆଙ୍କଠୁ ତଣ୍ଡ ଆଦାୟକଲା ଚୌଦ୍ୱାର ପୋଲିସ

ଚୌଦ୍ୱାର,୧୫।୬(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରରେ ଶନିବାର ଓ ରବିବାର ଦୁଇଦିନ ଶଟ୍‌ଡାଉନ ଥିବାବେଳେ ସୋମବାର ସକାଳୁ ସହର ସ୍ବାଭାବିକ ହୋଇଥିଲା।
ଅପରପକ୍ଷେ ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏ ନେଇ ଓଡ଼ିଶାର ଗଣପର୍ବ ରଜ ଫିକା ପଡ଼ିଛି। ସୋମବାର ସକାଳୁ ଲୋକେ ଘରୁ ବହାରିଥିବା ବେଳେ ଚୌଦ୍ୱାର ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଯାନବାହାନ ସମସ୍ତ କାଗଜପତ୍ର, ହେଲ୍‌ମେଟ, ମାସ୍କ ଯାଞ୍ଚ କରାଯାଇ ଅମାନିଆଙ୍କଠୁ ତଣ୍ଡ ଅଦାୟ ହୋଇଛି।

Share