ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ସମସ୍ତ ଅତିଥିଙ୍କୁ ଅମିତାଭ, ଜୟା, ଅଭିଷେକ, ଐଶ୍ୱର୍ଯ୍ୟା ପାଛୋଟି ନେଇଥିଲେ।

ଏହି ପାର୍ଟିରେ ଶାହାରୁଖ ଖାନ୍‌, ଗୌରୀ ଖାନ୍‌, ବିରାଟ୍‌ କୋହଲି, ଅନୁଷ୍କା ଶର୍ମା, ସୋହା ଅଲ୍ଲୀ ଖାନ୍‌,ଭିକି କୌଶଲ, କ୍ୟାଟ୍ରିନା କୈଫ୍‌, ବିପାଶା ବସୁ, ତାରା ସୂତରିୟା, ଜାହ୍ନବୀ କପୁର, ମଲାଇକା ଆରୋରା, ସଞ୍ଜୟ କପୁର, ଜହିର ଖାନ୍‌, ଭୂମି ପେଡ୍‌ନେକର।

ସେହିପରି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ତାପସୀ ପନ୍ନୁ ମଧ୍ୟ ଏହି ପାର୍ଟିରେ ଖୁବ୍‌ ଖୁସି ମନାଇଥିେ

Share