Categories: Video

ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଉପକୂଳବର୍ତ୍ତି ଜିଲାମାନଙ୍କରେ ତାଣ୍ଡବ ରଚୁଛି ବାତ୍ୟା ଅମ୍ଫନ। ତେବେ ଏହି ପ୍ରଳୟଙ୍କାରୀ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବାହ୍ୟ ଅଂଶ ପଶ୍ଚିମବଙ୍ଗ ଦିଘା ଅଞ୍ଚଳରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ।