Categories: Video

ଅମ୍ଫନ ଅପଡେଟ୍‍: ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ରହିବ ପ୍ରଭାବ

ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫନ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ଚାନ୍ଦବାଲି ଯାଏ ବର୍ଷା ଆରମ୍ଭ ହୋଇଛି । ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।