Categories: ଜାତୀୟ

ଅରୁଣ ସୌରିି ଅସୁସ୍ଥ

ପୁଣେ,୨।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ସୌରି ଅସୁସ୍ଥ ହୋଇପଡିଛନ୍ତି। ରବିବାର ରାତିରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ପୁଣେର ରୁବି ହାଲ୍‌ କ୍ଲିନକରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୭୮ ବର୍ଷିୟ ସୌରିଙ୍କର ହସ୍ପିଟାଲରେ ସମସ୍ତ ପରୀକ୍ଷା ସରିଥିବା ବେଳେ ଏବେ ସେ ଅବଜରଭେଶନରେ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Share