Categories: ବାଣିଜ୍ୟ

ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ରିଲିଫ ପାଣ୍ଠିକୁ ୫ ଲକ୍ଷ ଦାନ

ଭୁବନେଶ୍ୱର,୩୧। ୩: କୋଭିଡ୍‌-୧୯ ମୁକାବିଲା ଲାଗି ପ୍ରମୁଖ ଜୁଏଲେରି ଚେନ୍‌ ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଅର୍ଥ ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଉପସ୍ଥିତ ଥିଲେ।

Share