ଅଲପ୍‌ ବରଷାରେ ଦର୍‌ହ ପାଲଟୁଛେ ପଢ଼ାକୁଠି: ବାରନ୍‌ଡାରେ ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ସରକାରୀ ନୂତନ ଉପ୍ରା ବିଦ୍ୟାଲୟ। ଅଲପ ବରଷାରେ ବି ସ୍କୁଲର ପଢ଼ାକୁଠିମାନକେ ପାଏନ୍‌ ଗଲୁଛେ। ଯେନ୍‌ଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରବାର ସଂଗେ ପାଠ୍‌ପଢ଼ା ବାରନ୍‌ଡାରେ ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୬୦ ସାଲେ ଥାପିତ ଇ ବିଦ୍ୟାଲୟରେ ଏହେଦେ ପରଥମରୁ ୮ମ ଶ୍ରେଣୀ ତକ୍‌ ୧୩୮ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକୁଁ ପାଠ୍‌ ପଢ଼ାବାର ଲାଗି ୫ ଝନ୍‌ ଶିକ୍ଷକ ରହିଛନ୍‌। ସ୍କୁଲରେ ୮ଟା ଶ୍ରେଣୀର ଲାଗି ଗୁଟେ ନ ପଢ଼ାକୁଠି ରହିଥିଲାବେଲେ ଦୁଇଟା କୁଠି ଭଂଗା ଦଦ୍‌ରା ହେଇ ପଡ଼ିଛେ। ଯେନ୍‌ଥିରଲାଗି ୧ମରୁ ୪ର୍ଥ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ଗୁଟେ କୁଠିଥି ବସି ପଢ଼ୁଥିଲାବେଲେ ବାକି ଶ୍ରେଣୀର ଛାତ୍ରୀଛାତ୍ର ବାରନ୍‌ଡାରେ ବସି ପଢ଼ୁଛନ୍‌। ସେନ୍‌ତା ସ୍କୁଲରେ ଗୁଟେ ଅଫିସ ଘର ରହିଥିଲେ ବି ସେଠାନେ ପାଦ୍‌ ରଖବାର ଲାଗି ଜାଗା ନାଇଁ। ପିଲାକର ବହିପତର, ସରକାରୀ ଗାଜପତର, ଆଲମିରା, ଏମ୍‌ଡିଏମ୍‌ ସାମାନ ସେ ଗୁଟେ କୁଠିଥି ରଖ୍‌ଲାବେଲେ ସେଠାନେ ପିଲାକୁ ବସେଇ ପଢ଼ାବାର ସମ୍‌ଭବ ନାଇଁ ହେବାର। ଯେନ୍‌ଗୁଟେ ପଢ଼ାକୁଠି ଅଛେ ସେଟା ୨୦୦୪-୦୫ ସାଲେ ତିଆର ହେଇଥିଲା, ହେଲେ ସେ କୁଠିର ଛାତୁ ବି ସିମେଟ ଚକ୍‌ଡ଼ା ଛାଡ଼ି ଲୁହାଛଡ଼ମାନ ଦିଶୁଛେ। ଯେନ୍‌ଟା ଛାତ୍ରୀଛାତ୍ର, ଶିକ୍ଷକମାନକର ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରବାର ସଂଗେ ଅଲପ ବରଷାରେ ପାଏନ୍‌ ଗଲୁଛେ। ଏନ୍‌ତାଥି ପିଲାକର ପାଠ୍‌ପଢ଼ାରେ ବି ଖେଲଢ଼େପ ହେଉଛେ। ଇ ବାବ୍‌ଦେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ସେଠକୁଁ ପଚରାଲାରୁ ଫିମାସ ଆମେ ସମସିଆ ବାବ୍‌ଦେ ସିଆର୍‌ସିସିକୁଁ ଜନଉଛୁଁ। ହେଲେ ସେ ଉପର ଅଧ୍‌କାରୀମାନକର ସଂଗେ ଆଲୋଚନା କରୁଛନ୍‌ କି ନାଇଁ ଆମେ ଜାନି ନାଇଁ ପାରବାର। ଶେଷେ ଉପେ ଶୂଇନ୍‌ ହେଇ ବିପଦ୍‌ ଅବସ୍‌ତାରେ ଥିବାର ପଢ଼ାକୁଠିର ବାରନ୍‌ଡାରେ ଛୁଆକୁ ପାଠ୍‌ ପଢ଼ଉଛୁଁ ବଲି ସେ କହିଥିଲେ।