ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ଙ୍କ ପରଲୋକ

ସିଡ୍‌ନୀ,୧୬ା୫(ଏଏଫ୍‌ପି):ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ ହକ୍‌ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ଲେବର ପାର୍ଟିର ନେତା ଥିଲେ ଏବଂ ୪ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଲେବର ପାର୍ଟି ପ୍ରଧାନମନ୍ତ୍ରୀ ଭାବେ ସେ ସର୍ବାଧିକ କାଳ କ୍ଷମତାରେ ରହିଥିଲେ।

Share