ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ କରାଯାଇଛି ସୋମବାର ଏଠାରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥତ୍ବା ଅାଇସିସି ବିଶ୍ୱକପ୍ର ୬ ନମ୍ବର ମ୍ୟାଚ୍ରେ ଅାର୍ଚର ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିବା ଏବଂ ରଏ ଖରାପ ଭାଷା କହିଥତ୍ବାରୁ ଉଭୟଙ୍କୁ ଜରିମାନା କରାଯାଇଛି ସେମାନଙ୍କ ମ୍ୟାଚ୍ ଫିର ୧୫ ପ୍ରତିଶତ ଅର୍ଥ କାଟି ଦିଅାଯାଇଛି ପାକିସ୍ତାନ ଇନିଂସର ୧୪ତମ ଓଭରରେ ଏକ ମିସ୍ ଫିଲ୍ଡିଂକୁ ନେଇ ରଏ ଖରାପ ଭାଷା ବ୍ୟବହାର କରିଥତ୍ଲେ, ଯାହାକୁ ଅମ୍ପାୟର ସ୍ପଷ୍ଟଭାବେ ଶୁଣିପାରିଥତ୍ଲେ ସେହିଭଳି ୨୭ତମ ଓଭରରେ ଅମ୍ପାୟରଙ୍କ ଏକ ନିଷ୍ପତ୍ତିରେ ଜୋଫ୍ରା ନିରାଶ ବ୍ୟକ୍ତ କରି ଅସନ୍ତୋଷ ଜାହିର କରିଥତ୍ଲେ ଅପରପକ୍ଷରେ ସ୍ଲୋ ଓଭର ପାଇଁ ପାକିସ୍ତାନ ଅଧତ୍ନାୟକ ସର୍ଫରାଜ ଅହମ୍ମଦଙ୍କ ୨୦ ପ୍ରତିଶତ ଓ ଅନ୍ୟ ସାଥୀ ଖେଳାଳିଙ୍କ ୧୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଅାଯାଇଛି ନିର୍ଦ୍ଧାରିତ ସମୟସୀମାଠାରୁ ପାକିସ୍ତାନ ଗୋଟିଏ ଓଭର କମ୍ ବୋଲିଂ କରିଥତ୍ଲା ଏହି ମ୍ୟାଚ୍ରେ ପାକିସ୍ତାନ ୧୪ ରନରେ ରୋମାଞ୍ଚକ ବିଜୟ ଲାଭ କରିଥତ୍ଲା ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ଉଇକେଟ୍ ହରାଇ ୩୪୮ ରନ କରିଥତ୍ବାବେଳେ ଇଂଲଣ୍ଡ ୯ ଉଇକେଟ୍ରେ ୩୩୪ ରନ କରିବାକୁ ସକ୍ଷମ ହୋଇଥତ୍ଲା

Share