ନୂଆଦିଲ୍ଲୀ,୧୪।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ବିରୋଧରେ ହୋଇଥିବା ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ସୋମବାର ସିବିଆଇ ପକ୍ଷରୁ ସୁପ୍ରିମ୍କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ମଙ୍ଗଳବାର କରାଯିବ। ଶୀର୍ଷ ଅଦାଲତରେ ଚିଦାମ୍ବରମ୍ଙ୍କ ଜାମିନ୍ ଆବେଦନର ବିଚାର ହେବ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍ଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମ୍କୋର୍ଟ ଏହି ମାମଲାରେ ଗତ ଶୁଣାଣିରେ ସିବିଆଇକୁ ନୋଟିସ୍ ଜାରି କରି କେତେକ ଉତ୍ତର ଲୋଡ଼ିଥିଲେ।
Posted inଜାତୀୟ