Categories: ଜାତୀୟ

ଆଉ ଏକ ଡ୍ରୋନ୍‌ ଠାବ

ଅଟ୍ଟାରୀ,୨୮।୯(ପି.ଟି.): ପଞ୍ଜାବ ପୋଲିସ ସୀମାନ୍ତ ଗ୍ରାମରୁ ଆଉ ଏକ ପାକିସ୍ତାନୀ ଡ୍ରୋନ ଶୁକ୍ରବାର ଠାବ କରିଛି। ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଡ୍ରୋନ୍‌। ଏହି ଡ୍ରୋନ୍‌ ସହାୟତାରେ ସୀମା ଆରପଟୁ ପଞ୍ଜାବକୁ ଅସ୍ତ୍ର ଓ ଗୁଳିଗୋଳା ଆସୁଥିଲା ବୋଲି ପୋଲିସ କହିଛି।

Share