CORONAVIRUS UPDATE: ଆଉ ଜଣେ ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର, ୨୫।୪ (ବ୍ୟୁରୋ)- ରାଜ୍ୟ ପାଇଁ ଏକ ଖୁସିଖବର, ଆଉ ଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସୁସ୍ଥ ହେବା ସଂଖ୍ୟା ୩୪ରେ ପହଞ୍ଚିଛି। ଶନିବାର ସୁସ୍ଥ ହୋଇଥିବା ଆକ୍ରାନ୍ତ ହେଲେ ସୁନ୍ଦରଗଡ ଜିଲା(ରାଉରକେଲା)ର। ଏହା ପୂର୍ବର ଏହି ଜିଲାର ଅନ୍ୟ ୨ ଆକ୍ରାନ୍ତ ସୁସ୍ଥ ହୋଇଥିଲୋ ସୂଚନାଯୋଗ୍ୟ ଏବେ ସୁନ୍ଦରଗଡ ଜିଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ
ରାଜ୍ୟର ୫ ଜିଲା କରୋନା ମୁକ୍ତ ହୋଇଛି ।

Share