ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଆଉ ୬ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଅନୁଗୋଳର ୬୦ ବର୍ଷୀୟ ବୃଦ୍ଧା,ବାଲେଶ୍ୱରର ୬୩ ବର୍ଷୀୟ ବୃଦ୍ଧ, ଭଦ୍ରକର ୩୦ ବର୍ଷୀୟ ଯୁବକ, କଟକର ୮୫ ବର୍ଷୀୟ ବୃଦ୍ଧା, କନ୍ଧମାଳର ୩୨ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ ଜିଲାର ୬୫ ବର୍ଷୀୟ ବୃଦ୍ଧ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଟୁଇଟ୍ ଦେଖନ୍ତୁ:
Details of cases confirmed as death due to Covid-19, after due completion of death audit process:
1. A 60 years old Female of Angul District who was also suffering from Hypertension.
— H & FW Dept Odisha (@HFWOdisha) January 23, 2022