Categories: ଜାତୀୟ

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ ଗଲେ ଭାଜପା ଆଗରେ ଚାଲିଥିବା ବେଳେ କଂଗ୍ରେସ ୫୦ରୁ ଊର୍ଦ୍ଧ୍ୱ ଆସନରେ ଆଗରେ ଅଛନ୍ତି।

Share