Posted inଜାତୀୟ

ଆଚାର ସଂହିତା ଉଲ୍ଲଂଘନ ପାଇଁ ସନ୍ନିଙ୍କୁ ନୋଟିସ୍‌

ଗୁରୁଦାସପୁର,୧୮।୫: ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି କରିଛନ୍ତି। ଫିଲ୍ମ ଅଭିନେତାରୁ ରାଜନେତା ହୋଇଥିବା ସନ୍ନିଙ୍କ ଉପରେ ଅଭିଯୋଗ ହେଉଛି ସେ ପ୍ରଚାର ଅଭିଯାନର ସମୟ ସୀମା ସରିଥିବା ବେଳେ ଶୁକ୍ରବାର ରାତିରେ ପଠାନକୋଟରେ ଏକ ସଭାରେ ଯୋଗ ଦେଇଥିଲେ। ଏହା ସହ ଉକ୍ତ ସଭାରେ ଲାଉଡ୍‌ ସ୍ପିକର ବ୍ୟବହାର କରାଯିବା ସହ ଏଥିରେ ୨ଶହ ଲୋକ ଯୋଗ ଦେଇଥିଲେ ବୋଲି ନିର୍ବାଚନ କମିଶନଙ୍କ ପାଖେ ଖବର ପହଞ୍ଚିଥିଲା। ସୂଚନାଯୋଗ୍ୟ, ମତଦାନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାରକୁ ବନ୍ଦ କରାଯାଉଥିବା ବେଳେ ସନ୍ନି ଏହାର ଅବମାନନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ମୋଦି ବି ପାଳନ କରିଛନ୍ତି ବୁଲ୍‌ଡୋଜର ଆଇନ: ଓଓ୍ବାଇସି

ନୂଆଦିଲ୍ଲୀ,୧୩ା୧୧: ବୁଧବାର ସୁପ୍ରିମକୋର୍ଟ ‘ବୁଲ୍‌ଡୋଜର ଆଇନ’ର ଧାରା ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ...

ଭାଷଣ ଦେଉଥିଲେ ମୋଦି, ହଠାତ୍‌ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ…

ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ...

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ।...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆବର୍ଷରେ ମିଳିପାରେ ଖୁସି ଖବର!

ନୂଆଦିଲ୍ଲୀ,୧୩।୧୧: ଗତ ମାସରେ ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଫଳରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏରେ ଆଉ ୩% ବୃଦ୍ଧି...

ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର, ଜାଣନ୍ତୁ କିଏ କଲେ ଦାବି

ନୂଆଦିଲ୍ଲୀ,୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ବିଶ୍ବ ସ୍ତରରେ ସେ ଜଣେ ଶକ୍ତିଶାଳୀ ନେତା । ଆଉ ସମସ୍ତ ଦେଶଙ୍କ...

ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଛାଡିବୁ ନାହିଁ: ଅମିତ ଶାହାଙ୍କ ହୁଙ୍କାର

ରାଞ୍ଚତ୍,୧୩ା୧୧:ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଝାଡ଼ଖଣ୍ଡର କୋଇଲା ଖଣି ବହୁଳ ଝରିଆଠାରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।...

ଝାଡଖଣ୍ଡ ନିର୍ବାଚନରେ ଅଜବ ଟ୍ରେଣ୍ଡ, ଥରେ ଜିତିଥିଲେ…

ରାଞ୍ଚି,୧୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ଚାଲିଛି। କେବଳ କ୍ଷମତା ପରିବର୍ତ୍ତନ ନୁହେଁ ବରଂ ପ୍ରତ୍ୟେକ ନିର୍ବାଚନରେ ଅଧାରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri