Categories: Video

ଆଜିଠୁ ଅନ୍‌ଲାଇନରେ ମଦ

ଆଜିଠାରୁ ଅନଲାଇନରେ ମିଳିବ ମଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଉଭୟ ଅନ୍ ଓ ଅଫ୍‌ଲାଇନ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନେ ହୋମ ଡେଲିଭରି କରିପାରିବେ । ଅନଲାଇନ ମଦ ହୋମ ଡେଲିଭରି କରିବାକୁ ଜମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।