ଆଜିର ଫଟୋ(ଜୁନ୍ ୧୧, ୨୦୨୦)

ମିଶନ ରୋଡସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲ ପରିସରରେ ଦି ଡିଓସେଶନ ବୋର୍ଡ ଅଫ ସୋସିଆଲ ସର୍ଭିସ ପକ୍ଷରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ହାଇକୋର୍ଟ ସମ୍ମିଳନୀ କକ୍ଷରେ ନୂତନ ବିଚାରପତି ଭାବେ ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଉଛନ୍ତି ମୁଖ୍ୟ ବିଚାରପତି ମହମ୍ମଦ ରଫିକ

ରାଜଧାନୀ ଆକାଶରେ ବାଦଲ ଢାଙ୍କି ହୋଇ ରହିଛି।

ଭୁବନେଶ୍ୱରସ୍ଥିତ ୟୁନିଟ ୨ ମାର୍କେଟ ବିଲ୍ଡିଂରେ ଲୋକଙ୍କ ଭିଡ ଜମିଛି।