ଆଜିର ଫଟୋ(ଜୁନ୍ ୧୨, ୨୦୨୦)

ମାର୍କେଟ ବିଲଡିଂରେ ଲୋକଙ୍କ ଗହଳିକୁ ଦେଖି ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଉଛି।

ରଜ ପାଇଁ ମାର୍କେଟ ବିଲଡିଂରେ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଛି।

କଟକ ରାଣୀହାଟ ରୋଡରେ ରଜ ପୂର୍ବରୁ ଲୋକମାନଙ୍କ ଗହଳି ଲାଗି ରହିଛି।