ଆଜିର ଫଟୋ

ବିଡିଏ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି।

ରାଜଧାନୀରେ ୨ ଜଣ ଯୁବତୀ ମୁହିଁରେ ମାସ୍କ ପିନ୍ଧି ସାଇକେଲରେ ଯାଉଛନ୍ତି।

ଓଡିଶାରେ ରହୁଥିବା କଲକୋତା ଶ୍ରମିକମାନେ କଲୋକତା ଯିବା ପୂର୍ବରୁ ରସୁଲଗଡସ୍ଥିତ ଆଶ୍ରମ ସ୍କୁଲରେ ନାମ ପଞ୍ଜୀକରଣ    କରୁଛନ୍ତି।

ଭୁବନେଶ୍ୱରସ୍ଥିତ ୟୁନିଟ-୪ରେ କମିଶନରେଟ ପୋଲିସ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ