ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ ଦାବି ନେଇ ବିଧାନସଭା ଘେରାଉ କରିବେ ବୋଲି ଜଣାପଡ଼ିଛି। ସମାନ୍ତରାଳ ରାସ୍ତା କରିବା ଲାଗି ସାଲିଆସାହି ବସ୍ତି ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରୁଛନ୍ତି। ପରିବାର ପିଛା ୬ ଶହ ସ୍କୋୟାର ଫୁଟର ଜାଗା ଦେବା ଦାବି ନେଇ ଏହି ବିକ୍ଷୋଭ କରାଯିବ ବୋଲି ଜଣାପଡିଛି।

Share