ଆତଙ୍କବାଦୀଙ୍କୁ ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ଙ୍କ ପରାମର୍ଶ

ଇସଲାମାବାଦ୍‌,୧୯।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ କହିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ତୋରଖାମ୍‌ ଟର୍ମିନାଲର ଲୋକାର୍ପଣ ଉତ୍ସବରେ ଯୋଗଦେଇ ସେ ଏପରି କହିଛନ୍ତି। ଭାରତ ବିନା ସୂଚନାରେ ଯେ କୌଣସି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ଥିବା ନେଇ ଇମ୍ରାନ୍‌ ସୂଚନା ଦେଇଛନ୍ତି।

Share