Posted inVideo

ଆତ୍ମହତ୍ୟା ପଛର କାରଣ ଡିପ୍ରେସନ ନା ପ୍ରଫେସନ ?

Featured Video Play Icon

ଗତ ଦୁଇଦିନ ତଳେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ଏମିତି ଅଚାନକ ଚାଲିଯିବା ଓ ତାହା ବି ଆତ୍ମହତ୍ୟା କରି ଏହା ପୂରା ଫିଲ୍ମ ଜଗତ ସହ ତାଙ୍କର ପ୍ରଶଂସକଙ୍କୁ ସ୍ତବ୍ଧ କରିଛି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଯେ କାହିଁକି ସୁଶାନ୍ତ ସିଂ ଆତ୍ମହତ୍ୟା କଲେ । ଏମିତି କେଉଁ କାରଣ ଥିଲା ଯେଉଁଥିପାଇଁ ସେ ଗତକିଛି ମାସ ହେବ ଡିପ୍ରେସ ଥିଲେ । ଏମିତି କି ସୁଶାନ୍ତଙ୍କ ଆତ୍ୟହତ୍ୟାକୁ ତାଙ୍କ ପରିବାର ଲୋକ ବି ବିଶ୍ବାସ କରିପାରୁନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri